Odia Sad Shayari: Hello, dear friends welcome to our statuscute.com in dis post we are providing to you specially Odia Sad Shayari. If you are also very sad about the memory of someone or the sorrow of separation, tan wif the help of Odia Sad Shayari and broken heart Odia Shayari you can also convey TEMPTEMPyou’re heart to others wif the help of words.
If you like dis Odia sad Shayari photos, tan don’t forget to TEMPTEMPTEMPTEMPYou’re Friends On Watsapp And Facebook. & also see, New Odia Shayari wif images
Sometimes teh sorrow of being separated from someone, sometimes teh sorrow of losing something, sometimes teh sorrow of remembering someone, we are always facing some misery. In such a situation, this Sad Shayari will help you. Today we TEMPhas brought some such Odia Sad Shayari for you, wif the help of which you can convey TEMPTEMPyou’re sorrow to others.
Odia sad Shayari
ସମସ୍ତଙ୍କ ଯନ୍ତ୍ରଣା ମଧ୍ୟରେ ଅନେକ ପାର୍ଥକ୍ୟ ରହିଥାଏ, କାହାର ଆଖୁ କାନ୍ଦିଥାଏ ତ
ଆଉ କାହାର ହୃଦୟ….!!Samastonko jantrana madhya re aneko parthyako rahithaye, kaharo akhi kandi thaye ta au kaharo hrudaya..!!
Odia sad Shayari
କାହା ପାଇଁ ଏତେ ବି ତଳକୁ ଖସି ଯାଆନ୍ତୁ ନାହିଁ,
ଯାହା ପାଇଁ ଖସି ଥିବେ ..
ସେ ଉଠାଇବାକୁ ମନା କରିଦେବେ…!!Kaha pai ate bi talo ku khasi jaontu nahi, jaha pai khosi jibe.. se uthaiba ku mona koredebo..!!!
“କାହା ପାଇଁ ଦୁଃଖର ଷ୍ଟାଟସ ରଖୁଲେ କଣ ହେବ, ଯିଏ ତମ ମନର କଥାକୁ ବୁଝିପାରିଲା ନାହିଁ ସେ ଷ୍ଟାଟସ ଦେଖି କଣ ବୁଝିବ…”
“Kaha pai dukhore status rakhi dele ka hoba ,jia tomo mana ra kotha ku bujhiparila nahi se status dekhi kan bujhiba..”
“ଜୀବନ ବି ସେମାନଙ୍କୁ କନ୍ଦେଇ ଥାଏ
ଯାହା ପାଖରେ ଲୁହ ପୋଛିବା ପାଇଁ କେହି ନଥାନ୍ତି”” Jiban bi seimanonku kandai tahye jaha pakhore luho pachiba pai kahi nahanti “
“କହିବାକୁ ତ ନିଜର ବହୁତ ଥାଆନ୍ତି ହେଲେ
ଯେତେବେଳେ ମନ ଭଦାସ ଥାଏ
ସେତେବେଳେ ପାଖରେ କେହି ନଥାନ୍ତି! “” Kahibaku to nijar bahut TEMPthanti hele mono udas thaye setebele pakhore kahi na TEMPthanti”
“ପ୍ରେମ ନା ବଡ ଅଜବ ଚରିତ୍ର ଟିଏ ଅଧା ରହିଯାଇ ପାରେ କିନ୍ତୁ କେବେ ମରେନି..”
” Prema na bada ajab charitra tia adha rahijai pare kintu kebe mareni”
“ହୃଦୟର ଯନ୍ତ୍ରଣା ଟା ସେତେବେଳେ ବେଶି ବଢିଯାଏ ଯେତେବେଳେ ପ୍ରିୟ ମଣିଷଟି online ରୁହେ କିନ୍ତୁ chat କରେ ଅନ୍ୟ କାହା ସହ..”
“Hrudaya re jantrana ta setebele besi badhi jaye jetebele priya maniso te ONLINE ruhe kintu chat kore anya kaha saho”
Odia sad shayari photo
“ଭୁଲ୍ ରେ ବି ନିଜ ହୃଦୟର କଥା କାହାକୁ କୁହନି ଏଠି କାଗଜ ବି କିଛି ସମୟ ପରେ ଖବର କାଗଜ !!”
“Bhul re bi nijo hrudaya ra kotha kahaku kuhoni athi kagajo bi kichi samaya pore khabar kagajo”
“କେବଳ ନିଶ୍ବାସର ନାମ ଜୀବନ ହୁଏନି…. ସେଥୂପାଇଁ ପ୍ରତ୍ୟେକ ନିଶ୍ବାସ ନେବା ବାଲା… ଜୀବିତ ହୁଏନି !!”
“Kebela niswas ra namo jiba huye ni .. sethi pai pretak niswas neba wala .. jibita hua ni”
“ଗୋଟିଏ କଥା ପୁରାପୁରି ସତ୍ୟ ଯେ ପ୍ରଥମ ପ୍ରେମ ସବୁବେଳେ ଭୁଲ୍ ଲୋକଙ୍କ ସହ ହିଁ ହେଇଯାଏ !”
“Gotia kotha pura puri satya je prethamo premo sabubele bhul loko nko saho hi haitahye”
“କାଚ ଭଳି ହୋଇଥାଏ ଭରସା
ଥରେ ଭାଙ୍ଗିଲେ ଆଉ ଯୋଡି ହୁଏ ନାହିଁ ““Kacho bholi haithaye bharasa thore bhangi gole au jodi hua nahi”
“ଗୋଟିଏ ଛୋଟ Sorry କହି ଦେଲେ କଣ
ଭାଙ୍ଗିଯାଇଥିବା ହୃଦୟ ଯୋଡି ହୋଇଯିବ!!”“Gotia choto SORRY kohidele kan bhangi jaithiba hrudaya jodi hai jibo”
broken heart Odia sad Shayari
- ମତେ ହରେଇବାକୁ ନେଇ ଯାହାର ଡର ନଥିଲା, ମୋର ଫେରିବାକୁ ନେଇ ତାର କଣ ଚିନ୍ନା ଥିବ
- ଇଜ୍ଜତ ତ ମୁଁ ପ୍ରତି ତ ମୁହୂର୍ଷରେ ଦେଇଥିଲି ତୁମକୁ କିନ୍ତୁ ଆଜି ଯାହା ତୁମେ ଭାଙ୍ଗି ଦେଇ ଚାଲିଗଲ ତାହା ମୋ ହୃଦୟ ଥିଲା
- ପ୍ରେମକୁ ପାଇବା ସମସ୍ତଙ୍କ ଭାଗ୍ୟରେ ନଥାଏ. ଆଉ ଯାହା ଭାଗ୍ୟରେ ଥାଏ,
ସେ ବହୁତ ଭାଗ୍ୟବାନ ହେଇଥାଏ.
କିନ୍ତୁ ମୁଁ ଭାଗ୍ୟବାନ ହୋଇପାରିଲିନି..!
- “ବେଳେବେଳେ ଏମିତି ଲାଗେ ସବୁକିଛି ଛାଡ଼ିଦେଇ ଏକୁଟିଆ ରହିବାକୁ ପୁଣି ନିଜେ ନିଜକୁ ବୁଝେଇ ଦିଏ ଛାଡ୍ ୟାର୍ ଏଇତ ଜୀବନ”
New odia sad shayari
କାନ୍ଦିଲେ ଲୁହ ଗଡିଯାଏ, ହେଲେ ଏ ସାର୍ଥପର ଏ ଲୋକମାନେ ବୁଝି ପାରନ୍ତି ନାହିଁ ଓ ସେମାନେ ଲୁହକୁ
ପାଣି ବୋଲି ଭାବନ୍ତି !!Kandile luho gadhi jaye, hele a swartho paro a loko mane bujhiparonti nahi o samane a luho ku pani boli bhabonti !!
- ଆମ ଦୁଇଜଣଙ୍କର ସମ୍ପର୍କ ବଡ଼ ଅଜବ ? ସେ ମତେ ମନେ ରଖିବାକୁ ଚାହୁଁନି, ମୁଁ ତାକୁ ଭୁଲିବାକୁ ଚାହୁଁନି…
- ବିଶ୍ବାସ କେବଳ ମିଛ ଉପରେ ହିଁ ଥାଏ. ସତ କୁ ତ ସବୁବେଳେ ପ୍ରମାଣ କରିବାକୁ ପଡେ !!
- “ମୁଁ ସତ କହି ଚାଲିଲି ଆଉ ସିଏ ସତୀ ହୋଇଗଲା !!
ସିଏ ଅଭିନୟ କରି ଚାଲିଲା ଆଉ ମୁଁ ଅଭାଗା ହୋଇଗଲି !!”
- “ଯଦି ପାରୁଛ ସତ କହି କାହାକୁ ଧୋକା ଦିଅ କିନ୍ତୁ ମିଛ କହି କାହା ଭରସା କି ବିଶ୍ବାସ ଭାଙ୍ଗ ନାହିଁ “
- ଯେତେବେଳେ ଆମେ ହଜାରେ ଭୁଲ୍ କଲା ପରେ ବି ନିଜକୁ ଭଲପାଇ ପାରୁଛେ ତ କାହାର ଗୋଟେ ଭୁଲ ରେ ତାକୁ ଘୃଣା କାହିଁକି ?
- “ଯେଉଁ ସଂଧ୍ୟାରେ ତୋ ସ୍ମୃତିର ବାଦଲ ଆସି ବରଷି ଯାଏ ସେଇ ସଂଧ୍ୟାରେ ସପ୍ତମଣ୍ଡଳ ତାରା ବି ଆକାଶ ରେ ଦିଶେନି!”
Dhaka Odia Shayari
- ଯଦି କିଏ ତୁମକୁ କନ୍ଦାଏ ତ ଏଇଆ ଭାବି ଚୁପ୍ ରହିଯାଓ ତା ଜୀବନ ର କୋଉ ଏକ ସମୟରେ ସେ ତୁମଠୁ ବେସି କାନ୍ଦିବ ।
- “ମୋତେ ଦେଖୁ ସେ ତା’ର ମୁହଁ ଫେରାଇ ନେଲା ଖୁସି ଏଇଥି ପାଇଁ ହେଉଛି କି ସେ ଆଜି ବି ମନେ ରଖିଛି”
- “ମଣିଷ ଯେତେ ରଙ୍ଗ ବଦଳାଇ ଦେଲେ ବି ନିଜର ଚରିତ୍ର ବଦଳି ଯାଏନି!!”
- କାଲି ଭାବୁଥିଲି ତୁ ମୋ ଭାଗ୍ୟରେ ନାହୁଁ କିନ୍ତୁ ଆଜି ବୁଝିଗଲି ତୁ ଯୋଗ୍ୟ ନଥିଲୁ ମୋ ପାଇଁ !!
- ଅପେକ୍ଷା କଣ କାହାକୁ ଅପେକ୍ଷା କଲେ ଜାଣିବ, ସମୟ କେତେ ଧୀରେ ଯାଏ, ଆଉ ମୁହୂର୍ତ୍ତ ଗୁଡା କେତେ କଷ୍ଟ ଦିଅନ୍ତି !!
Love odia sad shayari
ଯଦି ଆଜି ତୁମ ସହ କେହି ନାହାଁନ୍ତି ତେବେ ଚିନ୍ତା କରନ୍ତୁ ନାହିଁ
କାରଣ ଦୁନିଆଁରେ ନିଜ ଠାରୁ ବଡ଼ କେହି ସାଥ୍ ନଥାନ୍ତି !!
- ଜୀବନ ରେ କିଛି ସମ୍ପର୍କ ବସ ଯାତ୍ରୀଙ୍କ ଭଳି ହେଇଥାଏ, କିଏ କିଏ ଅଧାରୁ ଚାଲି ଯାଆନ୍ତି, ତ କିଏ ପୁଣି କିଛି ବାଟ ସାଥିରେ ଯାଆନ୍ତି !!
- ଆଜି କାଲି ମଣିଷ କୁ ବୁଝିବା ବହୁତ କଷ୍ଟ , କାହିଁକି ନା ଏମାନଙ୍କ ମୁହଁ ରେ ମିଠା କଥା ଆଉ ମନ ରେ ବିଷ ଭରି ରହି ଥାଏ!!
- କାନ୍ଦୁଥିବା ଆଖି ଚୁପ ଥିବା ଓଠ, ବେଳେବେଳେ ବହୁତ କିଛି କହି ଥାଏ, କିନ୍ତୁ ସେ ଭାଷା କୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ!!
- ଆଜି ତୁମେ ମୋ ପାଖରେ ନାହଁ କିନ୍ତୁ ଅତୀତର ସ୍ମୃତି ମୋ ମନରେ ଆଜି ବି ବଞ୍ଚିଛି!!
Also read these
Final words
Hope you have liked the Odia Sad Shayari and broken heart odia sad Shayari article written above and if you want to give some suggestions, then you can definitely write us on the comment box, if you have some new poetry then you can also share with us.
thank you